ଡେଲଟା ଭାରିଆଣ୍ଟ ଉପରେ ୯୨%ପ୍ରଭାବଶାଳୀ ଟିକା: ଆଷ୍ଟ୍ରାଜେନେକା

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ଉପରେ ୯୨%ପ୍ରଭାବଶାଳୀ ଟିକା। ଏନେଇ ଆଜି ଘୋଷଣା କରିଛି ଆଷ୍ଟ୍ରାଜେନେକା। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ପବ୍ଲିକ ହେଲଥ ଇଂଲଣ୍ଡ (ପିଏଚଇ) ର ନୂତନ ତଥ୍ୟ ଅନୁଯାୟୀ ଆଷ୍ଟ୍ରାଜେନେକା କରୋନା ଟିକା ଡେଲଟା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ଏବଂ ଏହା ୯୨% ପର୍ଯ୍ୟନ୍ତ ଫଳପ୍ରଦ ବୋଲି ପିଏଚଇ ନିଜ ତଥ୍ୟରେ କହିଛି। ଭାରତରେ କୋଭିସିଲ୍ଡ ନାମରେ ଆଷ୍ଟ୍ରାଜେନେକାର କରୋନା ଟିକା ଲୋକଙ୍କୁ ଦିଆଯାଉଥିବା ବେଳେ ପିଏଚଇ … Continue reading ଡେଲଟା ଭାରିଆଣ୍ଟ ଉପରେ ୯୨%ପ୍ରଭାବଶାଳୀ ଟିକା: ଆଷ୍ଟ୍ରାଜେନେକା